The Ultimate Managed Hosting Platform
ADVERTISEMENT

ନାତିର ମୃତ୍ୟୁ ଖବର ଶୁଣି ଜେଜେମାର ଚାଲିଗଲା ଜୀବନ

Facebook
Twitter
LinkedIn

ବଲାଙ୍ଗୀର : ଶ୍ମଶାନରେ ଏକାଠି ଜଳିଲା ଜୁଇ । ସତରେ କେତେ ହୃଦୟବିଦାରକ ଘଟଣା ନୁହେଁ । ନାତିର ମୃତ୍ୟୁ ଘଟଣା ଜେଜେମାଙ୍କୁ ଏତେ ମର୍ମାହତ କଲା ଯେ ସେ ବି ଦୁନିଆ ଛାଡିଦେଲେ । ୧୮ ବର୍ଷୀୟ ନାତିର ମୃତ୍ୟୁ ଖବର ଶୁଣି ଜେଜେମା ଟଳିପଡିଲେ । ସଦର ଥାନା ଆର.ଆର କଲୋନୀରେ ଅଭାବନୀୟ ଘଟଣା ଘଟିଛି । ଶ୍ମଶାନରେ ଏକାଠି ଜଳିଲା ଜେଜେମା ନାତିର ଜୁଇ । ପରିବାର ସହ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

ADVERTISEMENT
ରୁଷିଆକୁ ଯୁଦ୍ଧ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଲେ ଟ୍ରମ୍ପ

ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା

ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ...

Login