ନୂଆଦିଲ୍ଲୀ : ଆମେରିକା ନିବାସୀ କେନେଥ ଇୟୁଜିନ୍ ସ୍ମିଥକୁ ଅଲବାମାରେ ଗୁରୁବାର ସନ୍ଧ୍ୟାରେ ନାଇଟ୍ରୋଜେନ୍ ଗ୍ୟାସ ଜରିଆରେ ମୃତ୍ୟୁ ଦଣ୍ଡ ଦିଆଯାଇଛି। ଭାରତୀୟ ସମୟ ଅନୁସାରେ ସ୍ମିଥଙ୍କ ମୃତ୍ୟୁ ଶୁକ୍ରବାର ସକାଳୁ ହୋଇଛି। ଏହି ନୂତନ ଶୈଳୀରେ ମୃତ୍ୟୁ ଦେବା ମାମଲାରେ ଆମେରିକା ବିଶ୍ବର ପ୍ରଥମ ଦେଶ ହୋଇଛି। ସବୁଠାରୁ ବଡ଼ କଥା ହେଲା ଯେ, ୫୮ ବର୍ଷୀୟ କେନେଥ ଇୟୁଜିନ୍ ସ୍ମିଥକୁ ପୂର୍ବରୁ ମଧ୍ୟ ମୃତ୍ୟୁ ଦଣ୍ଡ ଦିଆଯିବା ପାଇଁ ଉଦ୍ୟମ ହୋଇଥିଲା। କିନ୍ତୁ ସେହି ସମୟରେ ସେ ଏଥିରୁ ବର୍ତ୍ତି ଯାଇଥିଲେ। ଆମେରିକା ନିବାସୀ କେନେଥ ଇୟୁଜିନ୍ ସ୍ମିଥକୁ ଅଲବାମାରେ ଗୁରୁବାର ସନ୍ଧ୍ୟାରେ ନାଇଟ୍ରୋଜେନ୍ ଗ୍ୟାସ ଜରିଆରେ ମୃତ୍ୟୁ ଦଣ୍ଡ ଦିଆଯାଇଛି। ଭାରତୀୟ ସମୟ ଅନୁସାରେ ସ୍ମିଥଙ୍କ ମୃତ୍ୟୁ ଶୁକ୍ରବାର ସକାଳୁ ହୋଇଛି। ଏହି ନୂତନ ଶୈଳୀରେ ମୃତ୍ୟୁ ଦେବା ମାମଲାରେ ଆମେରିକା ବିଶ୍ବର ପ୍ରଥମ ଦେଶ ହୋଇଛି।
Views: 84











