The Ultimate Managed Hosting Platform
ADVERTISEMENT

ନର୍ସିଂ ଛାତ୍ରୀ ମୃତ୍ୟୁ ମାମଲା ; ଆଜି ରାଇଘର ବ୍ଲକ ବନ୍ଦ ଡାକରା

Facebook
Twitter
LinkedIn

ଉମରକୋଟ : ଆଜି ବିଜେଡିର ରାଇଘର ବ୍ଲକ ବନ୍ଦ ଡାକରା । ସକାଳ ୬ରୁ ସନ୍ଧା ୬ ଯାଏଁ ବିଜେଡିର ବନ୍ଦ ପାଳନ । ନର୍ସିଂ ଛାତ୍ରୀ ମୃତ୍ୟୁ ମାମଲାରେ ବିଜେଡିର ପ୍ରତିବାଦ । ପୀଡିତାଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ବନ୍ଦ ଡାକରା । କୋଟିଏ ଟଙ୍କା କ୍ଷତିପୂରଣ ଦାବି କରିଛି ବିଜେଡି। ଅନ୍ୟପଟେ ଗାଁରେ ପହଞ୍ଚିଛି ନର୍ସିଂ ଛାତ୍ରୀଙ୍କ ମରଶରୀର । ୨୪ ଦିନ ଧରି ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଆଖି ବୁଜିଥିଲେ ପୀଡ଼ିତା ଛାତ୍ରୀ । ନବରଙ୍ଗପୁର ଜିଲ୍ଲା ରାଇଘର ନର୍ସିଂ ଛାତ୍ରୀଙ୍କ ଭୁବନେଶ୍ବର ଏମସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ମୃତ୍ୟୁ ପରେ ଗାଁ ମାଟି ଡୁମୁରିମୁଣ୍ଡାରେ ପହଞ୍ଚିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login