The Ultimate Managed Hosting Platform
ADVERTISEMENT

ନବୀନଙ୍କୁ ମନମୋହନଙ୍କ କାଉଣ୍ଟର

Facebook
Twitter
LinkedIn

ଭୁବନେଶ୍ୱର : ନବୀନଙ୍କୁ ବିଜେପି ସଭାପତି ମନମୋହନ ସାମଲଙ୍କ କାଉଣ୍ଟର । ଇତିହାସକୁ ଆମେ ବଦଳାଉନୁ , ସମୀକ୍ଷା କରୁଛୁ ବୋଲି କହିଛନ୍ତି ମନମୋହନ । ୨୦୧୧ରୁ ପଲ୍ଲୀସଭା ବନ୍ଦ କଲେ , ଗଣତନ୍ତ୍ରକୁ ମାନୁନଥିଲେ । ପଲ୍ଲୀସଭା ଗ୍ରାମସଭା ଗଣତନ୍ତ୍ରରେ ଅଧିକାର , ଗଣତନ୍ତ୍ରର କଣ୍ଠରୋଧ କଲେ । ବିଜେଡି ପାପ କଲା ପ୍ରାୟଶ୍ଚିତ କରିବାକୁ ପଡିବ । ଗଣତନ୍ତ୍ର ବ୍ୟବସ୍ଥାକୁ ହତ୍ୟା କରିବାକୁ ଯାଇ ଇନ୍ଦିରା ଗାନ୍ଧୀଙ୍କ ଅବସ୍ଥା କଣ ହେଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login