The Ultimate Managed Hosting Platform
ADVERTISEMENT

ନଦୀରେ ବୁଡି ଶିଶୁକନ୍ୟା ନିଖୋଜ

Facebook
Twitter
LinkedIn

ଜଳେଶ୍ୱର : ମିଳୁନି ନିଖୋଜ ଶିଶୁକନ୍ୟାର ପତ୍ତା । ପାଣି ବୁଡ଼ିଯାଇ କାଲିଠାରୁ ନିଖୋଜ ଶିଶୁକନ୍ୟା । ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଦୁନ୍ଦ ଗାଁରେ ଘଟିଛି ଘଟଣା । ଗତକାଲି ଗଣେଶ ପୂଜା ଅବସରରେ ବସ୍ତା ଥାନା ଦରଡା ଗାଁର ପପୁ ସୋରେନ ତାଙ୍କ ସ୍ତ୍ରୀ ଓ ଦୁଇ ବର୍ଷର ଝିଅ ସହିତ ପୀଉସା ଘରକୁ ବୁଲିବାକୁ ଆସିଥିବା ବେଳେ ନଦୀରେ ବୁଡ଼ି ଶିଶୁକନ୍ୟା ନିଖୋଜ ହୋଇଛି । ନଦୀ ପାଖରେ ପିଲାଟି ଖେଳୁଥିବା ବେଳେ ପରିବାର ଲୋକଙ୍କ ଅଜାଣତରେ ନଦୀରେ ପଡିଯାଇ ନିଖୋଜ ହୋଇ ଯାଇଛି । ଘଟଣାର ଖବର ପାଇ ବସ୍ତା ପୋଲିସ ଏବଂ ଅଗ୍ନିଶମ ବାହିନୀ ପହଞ୍ଚି ଖୋଜାଖୋଜି ଜାରି ରଖିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login