ବ୍ୟୁରୋ : ନଡ଼ିଆ ପାଣିକୁ ପ୍ରାକୃତିକ ଔଷଧ ଭାବରେ ବ୍ୟବହାର କରାଯାଏ । ଯାହାକୁ ପିଇବା ଦ୍ବାରା ଆମ ଶରୀରରେ ଭଲ ପ୍ରଭାବ ପଡ଼ିଥାଏ । ଏହାର ଦୈନନ୍ଦିନ ବ୍ୟବହାର ଦ୍ୱାରା ଆମ ଶରୀରରେ ଦେଖାଯାଉଥିବା ଅନେକ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦୂର ହୋଇଥାଏ ।
ସୂଚନାନୁଯାୟୀ ପ୍ରତିଦିନ ନଡ଼ିଆ ପାଣି ପିଇବା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣ ହେବା ସହିତ ଡାଇବେଟିସ ଭଳି ରୋଗ ଉପରେ ମଧ୍ୟ ପ୍ରଭାବ ପଡ଼ିଥାଏ । ପେଟ ଜନିତ ସମସ୍ୟାରୁ ମଧ୍ୟ ଏହା ମୁକ୍ତି ଦେଇଥାଏ, ଯାହାକି ବିଶେଷଜ୍ଞଙ୍କ ତରଫରୁ ପ୍ରମାଣ ମିଳିଛି ।
କ୍ୟାନ୍ସର ରୋଗୀଙ୍କ ପାଇଁ ଏଥିରେ ଭରପୁର ରୋଗପ୍ରତିରୋଧକ ଶକ୍ତି ରହିଛି । କ୍ୟାନ୍ସର ରୋଗୀଙ୍କ ପାଇଁ ମଧ୍ୟ ଏହା ବେଶ ଲାଭପ୍ରଦ ହୋଇପାରିଛି ।
ଏହାକୁ ନିୟମିତ ପିଇବା ଫଳରେ ଏହା ଆମ ଶରୀରରେ ଥିବା ମେଟାବୋଲିଜିମ୍ ବୃଦ୍ଧି ହୋଇଥାଏ, ଯାହା ଓଜନ କମାଇବାର ଯାତ୍ରାକୁ ସଫଳ କରିବାରେ ସହାୟକ ହୋଇଥାଏ ।
ପ୍ରତିଦିନ ନଡ଼ିଆ ପାଣି ପିଇବା ହାର୍ଟରୋଗୀଙ୍କ ପାଇଁ ଅତ୍ୟନ୍ତ ଭଲ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହା ଶରୀରରେ କଣ ପ୍ରଭାବ ପକାଇଥାଏ । ନଡ଼ିଆ ପାଣି ପିଇବା ଦ୍ୱାରା ହାର୍ଟ ଜନିତ ସମସ୍ୟା ଭଳି ଆଶଙ୍କା ଦୂର ହୋଇଥାଏ।
“ନଡିଆ ପାଣି” ଜାଣନ୍ତୁ କେଉଁ ରୋଗ ଦୂର କରେ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











