The Ultimate Managed Hosting Platform
ADVERTISEMENT

ନକ୍ସଲଙ୍କ ଆଇଇଡି ବିସ୍ଫୋରଣ

Facebook
Twitter
LinkedIn

ଛତିଶଗଡ : ଛତିଶଗଡ଼କୁ ନକ୍ସଲ ମୁକ୍ତ କରିବା ଯୋଜନାରେ ଦ୍ରୁତ ବେଗରେ କାମ ଚାଲିଛି । ଏନେଇ ଶୁକ୍ରବାର ଦୁଇ ଜଣ ଯୁବକ ନକ୍ସଲବାଦୀ ଷଡ଼ଯନ୍ତ୍ରର ଶିକାର ହୋଇଛନ୍ତି । ଆଇଇଡି ବିସ୍ଫୋରଣରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ସେତେବେଳେ ଘଟିଥିଲା ଯେତେବେଳେ ଉଭୟ ଯୁବକ ଝାଡୁ ତିଆରି କରିବା ପାଇଁ କାଠ ସଂଗ୍ରହ କରିବାକୁ ଯାଇଥିଲେ । ନାରାୟଣପୁର ଏସପି ଏହି ଘଟଣା ବିଷୟରେ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ପୋଲିସ ଅଧିକାରୀମାନେ କହିଛନ୍ତି ଜିଲ୍ଲାର ଜଡ୍ଡା ଏବଂ ମାର୍କୁର ଗାଁ ମଧ୍ୟରେ ଏକ ଆଇଇଡି ଦ୍ୱାରା ସେମାନଙ୍କ ଗାଡ଼ି ଧକ୍କା ହୋଇଥିଲା । ଫଳରେ ଗ୍ରାମର ରାଜେଶ ଉସେଣ୍ଡି (୨୫)ଙ୍କ ମୃତ୍ୟୁ ହୋଇଥିଲା ଏବଂ ରାମଲାଲ କୋରମ୍ (୨୫) ଗୁରୁତର ଆହତ ହୋଇଥିଲେ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login