The Ultimate Managed Hosting Platform
ADVERTISEMENT

ନକ୍ସଲ ପୋଲିସ ମଧ୍ୟରେ ଗୁଳି ବିନିମୟରେ ୨ ମହିଳା ମାଓବାଦୀ ମୃତ

Facebook
Twitter
LinkedIn

ମାଲକାନଗିରି : ପୋଲିସ ଏନକାଉଣ୍ଟର ଦୁଇ ହାର୍ଡ କୋର ମହିଳା ମାଓବାଦୀ ମୃତ। ୨୮ ଲକ୍ଷ୍ୟ ଟଙ୍କା ଇନାମୀ ଦୁଇ ମହିଳା ମାଓବାଦୀ ମୃତ। ମଧ୍ୟପ୍ରଦେଶ ପୋଲିସର ଏନକାଉଣ୍ଟର ରେ ଦୁଇ ହାର୍ଡ କୋର ମହିଳା ମାଓବାଦୀ ମୃତ। ବାଲାଘାଟ ଜଙ୍ଗଲ ରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ପୋଲିସର ଗୁଳି ସାମ୍ନା କରିନପାରି ଛତ୍ର ଭଙ୍ଗ ଦେଉଥିଲେ ମାଓବାଦୀ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login