The Ultimate Managed Hosting Platform
ADVERTISEMENT

ନକଲି ସାର୍ଟିଫିକେଟ ମାମଲା; ୭ ଅଟକ !

Facebook
Twitter
LinkedIn

ବଲାଙ୍ଗୀର : ବଲାଙ୍ଗୀର ନକଲି ସାର୍ଟିଫିକେଟ ମାମଲାରେ କ୍ରାଇମବ୍ରାଞ୍ଚର ତନାଘନା । ମାମଲାରେ ୭ ଜଣଙ୍କୁ କ୍ରାଇମବ୍ରାଞ୍ଚ ଅଟକ ରଖିଥିବା ସୂଚନା । ଅଟକ ୭ ମଧ୍ୟରେ ଦଲାଲ ଓ ସରକାରୀ କର୍ମଚାରୀ ଥିବା ସୂଚନା । କୋଚିଂ ସେଣ୍ଟରରୁଜବତ ୪ କମ୍ପ୍ୟୁଟର , ୨ ଲାପଟପ ଲ୍ୟାବକୁ ପଠାଯିବ । ଭୁବନେଶ୍ୱର ଲାବକୁ ପଠାଇଭାକୁ ଏସଡିଜେଏମ କୋର୍ଟଙ୍କ ଅନୁମତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login