The Ultimate Managed Hosting Platform
ADVERTISEMENT

ନକଲି ମହିଳା ଡାକ୍ତର ଅଟକ

Facebook
Twitter
LinkedIn

ବାଲେଶ୍ୱର : ନକଲି ମହିଳା ଡାକ୍ତରଙ୍କୁ ଅଟକ ରଖିଲା ପୋଲିସ । ଫକିରମୋହନ ମେଡିକାଲ କଲେଜରେ ନକଲି ମହିଳା ଡାକ୍ତର ଅଟକ । ନକଲି ମହିଳା ଡାକ୍ତରଙ୍କୁ ଅଟକ ରଖିଲା ମେଡିକାଲ ଫାଣ୍ଡି ପୋଲିସ । ଟିକେଟ କାଉଣ୍ଟରରୁ ଟିକେଟ ଆଣି ପ୍ରେସକ୍ରିପସନ ଲେଖୁଥିଲେ ମହିଳା । ମେଡିକାଲ କର୍ମଚାରୀ ସନେ୍ଦହରେ ପଚାରିବାରୁ ବଚସା କରିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login