The Ultimate Managed Hosting Platform
ADVERTISEMENT

ନକଲି ଡାକ୍ତର ଅଟକ

Facebook
Twitter
LinkedIn

ଯାଜପୁର : ନକଲି ଡାକ୍ତରଙ୍କୁ ଧରି ଅଟକ ରଖିଲେ ଗ୍ରାମବାସୀ । ଭୁବନେଶ୍ୱର ବାଳକାଟି ସ୍ଥିତ ଏକ ଘରୋଇ ହସ୍ପିଟାଲର ଡାକ୍ତର କହୁଥିଲେ । ନିଜକୁ ଡାକ୍ତର କହି ଗାଁରେ ପ୍ରଥମେ ମାଗଣା ଚିକିତ୍ସା କରୁଥିଲେ । ପରେ ବିଭିନ୍ନ ରୋଗ ହୋଇଥିବା କହି ଘରୋଇ ହସ୍ପିଟାଲ ନେଉଥିଲେ । ଘରୋଇ ହସ୍ପିଟାଲରେ ଲୋକଙ୍କ ବିଏସକେୱାଇ କରି ଠକୁଥିବା ଅଭିଯୋଗ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login