The Ultimate Managed Hosting Platform
ADVERTISEMENT

ଧାମନଗରରେ ୨ ଦିନ ଶିକ୍ଷାନୁଷ୍ଠାନ ବନ୍ଦ

Facebook
Twitter
LinkedIn

ଭଦ୍ରକ ; ଧାମନଗରରେ ବନ୍ୟା । ୨ ଦିନ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ବନ୍ଦ । ହସନାବାଦ ଓ ଅର୍ଜୁନପୁର ପଞ୍ଚାୟତର ସମସ୍ତ ଅଙ୍ଗନବାଡି କେନ୍ଦ୍ର ଛୁଟି । ଅର୍ଜୁନପୁର, ହସନାବାଦ, ସୋହଡା ଓ ପଧାନୀ ଅଞ୍ଚଳର ୨୫ ସ୍କୁଲ ବନ୍ଦ । ଆଖୁଆପଦା ଠାରେ ୧୮.୮୬ ମି. ଉପରେ ବୈତରଣୀ ନଦୀର ବନ୍ୟାଜଳ । ଭଣ୍ଡାରୀପୋଖରୀ କଣ୍ଟିଘାଇ ନିକଟରେ ଚାଷ ଜମିରେ ପଶୁଛି ବନ୍ୟା ଜଳ । ଧାମନଗର ମଲ୍ଲି ମାହାରା ଓ ଗୈାରାଙ୍ଗପୁର ଏସକେପ ଦେଇ ବନ୍ୟା ଜଳ ପ୍ରବେଶ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login