The Ultimate Managed Hosting Platform
ADVERTISEMENT

ଧାମନଗର ପରେ ଆଠଗଡରେ ଭଙ୍ଗାରୁଜା

Facebook
Twitter
LinkedIn

ଆଠଗଡ: ବିକଶିତ ଭାରତ ସଂକଳ୍ପ ରଥକୁ ବିରୋଧ ସହ ଭଙ୍ଗାରୁଜା । ଷଠିଲୋ ପଞ୍ଚାୟତ ଗାଡିରେ ଏଲଇଡି ଭାଙ୍ଗିବା ସହ ଫ୍ଲେକ୍ସ ଚିରିଲେ ଦୁର୍ବୁତ୍ତ । ଗାଡି ଭଙ୍ଗାରୁଜା ସହ କିଛି କର୍ମୀଙ୍କୁ ମଧ୍ୟ ଆକ୍ରମଣ ଅଭିଯୋଗ । ଆଠଗଡ ଥାନାରେ ଏ ନେଇ ଲିଖିତ ଅଭିଯୋଗ କଲେ କର୍ମୀ । ବାସୁଦେବପୁର, ଧାମନଗର ପରେ ଆଜି ଆଠଗଡରେ ଭଙ୍ଗାରୁଜା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login