କଟକ : ଗତକାଲି ଜଗତପୁର ଥାନା ପୋଲିସ ଦୁଇ ହାର୍ଡକୋର ଅପରାଧୀଙ୍କୁ ସାତବାଟିଆ କେନାଲ ରୋଡ଼ ନିକଟରୁ ଧରିବାରେ ସକ୍ଷମ ହୋଇଛନ୍ତି । ଧରାପଡିଥିବା ଅପରାଧୀ ଦୁଇଜଣ ହେଲେ ବିଜୟ ନାୟକ ଏବଂ ଦିବ୍ୟରଞନ ସେଠୀ । ଏହି ଦୁଇ ଅପରାଧୀ କୌଣସି ସ୍ଥାନରେ ଅପରାଧ ଘଟାଇବା ଉଦେଶ୍ୟରେ ଏକ ସ୍କୁଟି ଗାଡ଼ିରେ, କେନ୍ଦ୍ରାପଡାରୁ ଜଗତପୁର ଆସୁଥିବା ନେଇ କୌଣସି ସୂତ୍ରରୁ ଜଗତପୁର ପୋଲିସକୁ ଖବର ମିଳିଥିଲା । ଏନେଇ ଜଗତପୁର ପୋଲିସ ଏମାନଙ୍କୁ ଧରିବା ପାଇଁ ପ୍ରସ୍ତୁତ ହୋଇ ରହିଥିଲା । ଉକ୍ତ ଦୁଇ ଅପରାଧୀ ସାତବାଟିଆ କେନାଲ ରୋଡ ନିକଟରରେ ପହଞ୍ଚିବାରୁ ପୋଲିସ ଦୁଇ ଅପରାଧୀଙ୍କୁ ତଲାସୀ କରିବାରୁ ସେମାନଙ୍କ ନିକଟରୁ ୩ ଗୋଟି ବନ୍ଧୁକ ୧୨ଟି ଜୀବନ୍ତ ଗୁଳି ଜବତ କରିଥିଲା । ଧରାପଡିଥିବା ଏ ଦୁଇ ଜଣ ଅପରାଧୀଙ୍କ ନାଁରେ କେନ୍ଦ୍ର।ପଡା , ଜଗତସିଂହପୁର, ଜଗତପୁର, ଚାଉଳିଆଗଞ୍ଜ ଥାନା ରେ ବିଭିନ୍ନ ଅପରାଧିକ ମାମଲ ରହିଛି. । ବିଜୟ ନାୟକ ସୁଲେମାନ ହତ୍ୟା କାଣ୍ଡରେ ସମ୍ପୃକ୍ତ ଥିବା କଥା ଅତିରିକ୍ତ ଡିସିପି ଅନିଲ ମିଶ୍ର ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି ।
ଧରାପଡିଲେ ଦୁଇ ହାର୍ଡକୋର ଅପରାଧୀ
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







