The Ultimate Managed Hosting Platform
ADVERTISEMENT

ଧକ୍କା ଦେଇ ଓଲଟିଲା ଅଟୋ ; ୧୩ ଆହତ

Facebook
Twitter
LinkedIn

ମୋହନା : ବାଇକକୁ ଧକ୍କା ଦେଇ ଓଲଟିଲା ଅଟୋ । ଫଳରେ ୧୩ ଜଣ ଆହତ ହୋଇଛନ୍ତି । ଗୋବିନ୍ଦପୁର ନିକଟରେ ଘଟିଛି ଦୁର୍ଘଟଣା । ବାଇକ ଆରୋହୀ ଦମ୍ପତିଙ୍କ ସହ ୧୩ ଜଣ ଆହତ ହୋଇଛନ୍ତି । ବାଇକ ଆରୋହୀ ଦମ୍ପତିଙ୍କ ସହ ୫ ଜଣଙ୍କ ଅବସ୍ଥା ଗୁରୁତୁ ହୋଇଥିବା ବେଳେ ସେମାନଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ରାସନ ଚାଉଳ ନେଇ ଫେରିବା ବେଳେ ଘଟିଛି ଦୁର୍ଘଟଣା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଟ୍ରମ୍ପଙ୍କୁ ମିଳିଲାନି ନୋବେଲ, ମାରିଆଙ୍କୁ ମିଳିଲା ଶାନ୍ତି ନୋବେଲ

ଟ୍ରମ୍ପଙ୍କୁ ମିଳିଲାନି ନୋବେଲ, ମାରିଆଙ୍କୁ ମିଳିଲା ଶାନ୍ତି ନୋବେଲ

ନୂଆଦିଲ୍ଲୀ : ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର । ଭେନେଜୁଏରାଲ ମାରିଆ କୋରିନାଙ୍କୁ ନୋବେଲ ଶାନ୍ତି ପୁରସ୍କାରା ଭେନେଜୁଏଲାରେ ଗଣତନ୍ତ୍ର ପ୍ରତିଷ୍ଠାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ...

ADVERTISEMENT

Login