The Ultimate Managed Hosting Platform
ADVERTISEMENT

ଦ୍ୱନ୍ଦ ହେଲା ତାରିଖ , ୨୦ରେ ଦୀପାବଳି

Facebook
Twitter
LinkedIn

ଭୁବନେଶ୍ୱର : ଦୀପାବଳି ତାରିଖ ଦ୍ୱନ୍ଦ ଦୂର କଲା ମୁକ୍ତି ପଣ୍ଡିତ ମହାସଭା । ୨୦ ତାରିଖରେ ପୟାଶ୍ରାଦ୍ଧ ଓ ଦୀପାବଳି ପାଳନ କରାଯାଉ । ପ୍ରେସମିଟରେ ସ୍ପଷ୍ଟ କଲା ମୁକ୍ତି ପଣ୍ଡିତ ମହାସଭା । ୨୦ ତାରିଖ ଅପରାହ୍ନ ୩ଟା ୨୩ରୁ ପୟାଶ୍ରାଦ୍ଧ, ଦୀପାବଳି ପାଳନ । ୨୧ରେ ପାଳନ କରନ୍ତୁ ନାହିଁ ଏହା ଶାସ୍ତ୍ର ବିରୋଧୀ ହେବ । ତେବେ ୨୦ତାରିଖ ଦିନ ୩ଟା ୨୩ରୁ ଠାରୁ ଆରମ୍ଭ ହେବ ପୟା ଶ୍ରାଦ୍ଧ । କାଳୀ ପୂଜା ଏବଂ ଦୀପାବଳୀ ପାଳନ କରାଯିବ । ୨୧ ତାରିଖରେ ମାତ୍ର ୧୪ ମିନିଟ୍ ପାଇଁ ଅମାବାସ୍ୟା ରହିଛି । ଏଥିପାଇଁ ସରକାରଙ୍କ ନିକଟରେ ୨୦ ତାରିଖ ଛୁଟି କରିବା ଲାଗି ମୁକ୍ତି ମଣ୍ଡପ ପଣ୍ଡିତ ସଭା ନିବେଦନ କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login