The Ultimate Managed Hosting Platform
ADVERTISEMENT

ଦ୍ରୁତଗାମୀ ଟ୍ରେନ ଆଗକୁ ଡେଇଁ ଜୀବନ ହାରିଲେ ଯୁବକ

Facebook
Twitter
LinkedIn

ଭଦ୍ରକ : ଦ୍ରୁତଗାମୀ ଟ୍ରେନ ଆଗକୁ ଡେଇଁ ଜୀବନ ହାରିଲେ ଯୁବକ । ଭଦ୍ରକ ଜିଲ୍ଲା ବାଉଦପୁର ଷ୍ଟେସନର କିଛି ଦୂରରେ ଟ୍ରେନ ଆଗକୁ ଡେଇଁଲେ ଯୁବକ । ମୃତ ଯୁବକ ହେଲେ ବିଟୁ ପ୍ରସାଦ । ତାଙ୍କ ଘର ପଶ୍ଚିମବଙ୍ଗ ରାଜ୍ୟର ଜଲ ପାଇଗୁଡ଼ି ଜିଲ୍ଲାର ସଜନାବର ଗାଁର ବୋଲି ସୂଚନା ରହିଛି ।ଟ୍ରେନରେ ତାଙ୍କ ମୁଣ୍ଡ ଗଣ୍ଡି ଅଲଗା ହୋଇ ଯାଇଥିଲା । ତାଙ୍କ ସାଙ୍ଗ ମାନେ ଜିଆରପିକୁ ଖବର ଦେଇଥିଲେ । ପାରିବାରିକ ସମସ୍ୟା ପାଇଁ ଜୀବନ ହାରିଥାଇପାରନ୍ତି ବୋଲି ତାଙ୍କ ସାଙ୍ଗ ମାନେ କହିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login