The Ultimate Managed Hosting Platform
ADVERTISEMENT

ଦୋକାନ ଉପରେ ମାଡିଗଲା ବସ ; ବୃଦ୍ଧଙ୍କର ଚାଲିଗଲା ଜୀବନ

Facebook
Twitter
LinkedIn

ବାଲିଗୁଡା : ଦୋକାନ ଉପରେ ମାଡିଗଲା ବସ । ଚା ପିଇବାକୁ ଆସିଥିବା ବୃଦ୍ଧଙ୍କର ଚାଲିଗଲା ଜୀବନ । ଅନ୍ୟ ଏକ ବସକୁ ଓଭରଟେକ ବେଳେ ବ୍ରାହ୍ଣଣୀ ଗାଁ ଛକରେ ଦୁର୍ଘଟଣା । ଦୋକାନୀ ଓ ଜଣେ ମହିଳା ମଧ୍ୟ ଆହତ ହୋଇଛନ୍ତି । କ୍ଷତିପୂରଣ ଦାବିରେ ରାସ୍ତା ରୋକ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login