The Ultimate Managed Hosting Platform
ADVERTISEMENT

ଦେଶରେ ୫ ହଜାର ଟପିଲା ଆକ୍ଟିଭ କେସ

Facebook
Twitter
LinkedIn

ନୂଆଦିଲ୍ଲୀ : ବଢ଼ୁଛି କୋଭିଡ ସଂକ୍ରମଣ। ୫ ହଜାର ଟପିଲା ଆକ୍ଟିଭ କେସ୍। ୫ ହଜାର ୩୬୪ରେ ପହଞ୍ଚିଛି ଆକ୍ଟିଭ କେସ୍। ସୁସ୍ଥ ହୋଇ ଫେରିଛନ୍ତି ୪ ହଜାର ୭୨୪ ଜଣ। ଗତ ୨୪ ଘଣ୍ଟାରେ ଦେଶରେ ୪୯୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଗତ ୨୪ ଘଣ୍ଟାରେ ୮ ଜଣଙ୍କ ମୃତ୍ୟୁ ହୋଇଛି। ଓଡ଼ିଶାରେ ମୋଟ ୨୩ ସଂକ୍ରମିତ ଚିହ୍ନଟ ହେଲେଣି। ଗତକାଲି ୫ ଜଣ ଚିହ୍ନଟ ହୋଇଛନ୍ତି। କେରଳରେ ସର୍ବାଧିକ ୧୬୭୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ କେରଳରେ ୧୯୨ ନୂଆ କେସ୍ ସାମ୍ନାକୁ ଆସିଛି । କେରଳ ପରେ ଗୁଜରାଟରେ ଦ୍ବିତୀୟ ସର୍ବାଧିକ ସଂକ୍ରମଣ। ୬୧୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login