ଲଭ୍, ସେକ୍ସ, ଧୋକା ଅଭିଯୋଗରେ ପୋଲିସ ଇନ୍ସପେକ୍ଟର ଗିରଫ । ରାଜଧାନୀ ଆଇଆଇସିଙ୍କୁ ଗିରଫ କଲା ମହିଳା ଥାନା ପୋଲିସ । ମହିଳା ସବ ଇନ୍ସପେକ୍ଟରଙ୍କ ଅଭିଯୋଗ ପରେ ଆଇଆଇସି ଗିରଫ । ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଅଭିଯୋଗ ଆଧାରରେ ଗିରଫ । ନିକଟରେ ସବଇନ୍ସପେକ୍ଟରରୁ ଇନ୍ସପେକ୍ଟରକୁ ପଦୋନ୍ନତି ହୋଇଥିଲେ ।
Views: 42











