The Ultimate Managed Hosting Platform
ADVERTISEMENT

ଦୁର୍ଘଟଣାରେ ୫ ଡାକ୍ତରଙ୍କ ଚାଲିଗଲା ଜୀବନ

Facebook
Twitter
LinkedIn

ୟୁପି : ଉତ୍ତରପ୍ରଦେଶ କନୌଜର ଆଗ୍ରା-ଲକ୍ଷ୍ମୌ ଏକ୍ସପ୍ରେସ ୱେରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ପ୍ରାଣ ହରାଇଛନ୍ତି ୫ ଜଣ ଡାକ୍ତର। ଏକ କାରରେ ଡାକ୍ତରମାନେ ଦ୍ରୁତ ଗତିରେ ଯାଉଥିବାବେଳେ ରୋଡର ଏକ ଡିଭାଇଡରରେ ପିଟି ହୋଇଯାଇଥିଲା କାର। ପରେ ଏହା ଏକ ଟ୍ରକକୁ ଧକ୍କା ଦେଇଥିଲା। ଧକ୍କାର ତୀବ୍ରତା ଏତେ ଅଧିକ ଥିଲା ଯେ କାରଟି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଥିଲା। ଡାକ୍ତରମାନେ ସାଇଫାଇସ୍ଥିତ ମିନି ପିଜିଆଇ ହସ୍ପିଟାଲର ବୋଲି ସୂଚନା ମିଳିଛି। ସେମାନେ ଲକ୍ଷ୍ମୌରୁ ଏକ ବିବାହ ଉତ୍ସବ ସାରି ଫେରୁଥିବାବେଳେ ଏହି ଅଘଟଣ ଘଟିଥିଲା।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମେ’ ୧୦ ରେ ଝାରସୁଗୁଡା ଉପନିର୍ବାଚନ

ନୂଆପଡା ଉପନିର୍ବାଚନ ବିଜ୍ଞପ୍ତି ; ଉପନିର୍ବାଚନରେ ବ୍ୟବହାର ହେବ ହେଲିକପ୍ଟର

ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଆଜିଠୁ ନାମାଙ୍କର , ୨୦ ତାରିଖ ନାମାଙ୍କନ ଦାଖଲର ଶେଷ ଦିନ । ୨୨...

Login