The Ultimate Managed Hosting Platform
ADVERTISEMENT

ଦୁର୍ଘଟଣାରେ ସ୍ୱାମୀ ମୃତ, ସ୍ତ୍ରୀ’ ଛୁଆ ଗୁରୁତର

Facebook
Twitter
LinkedIn

ପିପିଲି : ଅଧା ରହିଲା ଚିଲିକା ବୁଲା । ଦୁର୍ଘଟଣାରେ ସ୍ୱାମୀଙ୍କ ଚାଲିଗଲା ଜୀବନ । ବଳଙ୍ଗା-ନିମାପଡା ରାସ୍ତାର ନୂଆହାଟରେ ବାଇକକୁ ଧକ୍କା ଦେଲା ଅଜଣାଗାଡି । ଘଟଣାସ୍ଥଳରେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ’ ଛୁଆ ଗୁରୁତର ହୋଇଛନ୍ତି । ୨ ଗୁରୁତର ଆହତ ସାକ୍ଷୀଗୋପାଳ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ମୃତକ ହେଲେ ପିପିଲି ବାଲିଗାଁର ପ୍ରଭାକର ବେହେରା । ଗୁରୁତର ସ୍ତ୍ରୀ ଓ ୨ଜଣ ପିଲାଙ୍କୁ ସାକ୍ଷୀଗୋପାଳ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହାର ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛନ୍ତି ସ୍ଥାନୀୟ ଲୋକ। ବଳଙ୍ଗା ସାତଶଙ୍ଖ ନିମାପଡା ମୁଖ୍ୟ ରାସ୍ତାର ନୂଆ ହାଟଠାରେ ସ୍ଥାନୀୟ ଲୋକ ରାସ୍ତା ଅବରୋଧ! କରିଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ଜାରି ରହିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login