The Ultimate Managed Hosting Platform
ADVERTISEMENT

ଦୁର୍ଘଟଣାରେ କାଲି ସ୍ୱାମୀଙ୍କ ପରେ ଆଜି ସ୍ତ୍ରୀର ମୃତ୍ୟୁ

Facebook
Twitter
LinkedIn

ବଲାଙ୍ଗିର : ଦୁର୍ଘଟଣାରେ ସ୍ୱାମୀ ପରେ ସ୍ତ୍ରୀ ମୃତ । ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ସ୍ତ୍ରୀର ମୃତ୍ୟୁ । ଗୁରୁତର ଅବସ୍ଥାରେ ଝିଅ ବୁର୍ଲାରେ ଚିକିତ୍ସାଧୀନ । ଗତକାଲି ଲର୍କିପାଲି ସରକାରୀ ଆଇଟିଆଇ ନିକଟରେ ଦୁର୍ଘଟଣା ହୋଇଥିଲା । ଦୁଇ ବାଇକ ମୁହାଁମୁହିଁ ପରେ ସ୍ୱାମୀଙ୍କର ମୃତ୍ୟୁ ହୋଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login