The Ultimate Managed Hosting Platform
ADVERTISEMENT

ଦୁଇ ମାଲବାହୀ ଟ୍ରକ ମୁହାଁମୁହିଁ ଧକ୍କା

Facebook
Twitter
LinkedIn

କୋରାପୁଟ: ଦୁଇ ମାଲବାହୀ ଟ୍ରକ ମୁହାଁମୁହିଁ ଧକ୍କା । କୋରାପୁଟ ଜିଲ୍ଲା ଡୁମୁରୀ ପୁଟ ଠାରେ ଆଜି ସକାଳେ ଦୁର୍ଘଟଣା ଘଟିଛି। ଫଳରେ ମାଲବାହୀ ଟ୍ରକ ରାସ୍ତାରେ ଓଲଟିଛି। ଏଣେ ସେମିଳିଗୁଡ଼ା-କୋରାପୁଟ ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇପଡ଼ିଛି।ଏବେ ଡୁମୁରିପୁଟ ଠାରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରିଥିବା ଜଣାଯାଇଛି। ଏହି କାରଣରୁ ଶତାଧିକ ଗାଡ଼ି ଉଭୟ ପାର୍ଶ୍ୱରେ ଅଟକି ରହିଥିଲା।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login