The Ultimate Managed Hosting Platform
ADVERTISEMENT

ଦୁଇ ନୂଆ ଏସପିଙ୍କୁ ନିଯୁକ୍ତି ଅନୁମତି

Facebook
Twitter
LinkedIn

ଭୁବନେଶ୍ୱର : ଦୁଇ ଏସପି ଓ ଜଣେ ଡିସିପିଙ୍କୁ ନୂଆ ନିୁଯୁକ୍ତି ନେଇ ଇସିଆଇଙ୍କ ଅନୁମତି । ବ୍ରିଜେଶ କୁମାର ରାୟ ହେଲେ ରାଉରକେଲା ଏସପି । ଡ. ଉମାକାନ୍ତ ଦାଶ ହେଲେ ଅନୁଗୁଳ ଏସପି । କଟକର ନୂଆ ଡିସିପି ହେଲେ ଆର ପ୍ରକାଶ । ସୂଚନାଯୋଗ୍ୟ ଓଡ଼ିଶାର ୮ ଅଧିକାରୀଙ୍କୁ ନିର୍ବାଚନ କାର୍ୟ୍ୟରୁ ହଟାଇବାକୁ ଭାରତୀୟ ନିର୍ବାଚନ କମିସନ ଗତ ଏପ୍ରିଲ ୨ ତାରିଖରେ ନିର୍ଦ୍ଦେଶ ଦେଇଥିଲେ। ସେମାନଙ୍କ ମଧ୍ୟରେ କେନ୍ଦ୍ରାଞ୍ଚଳ ରେଞ୍ଜ ପୁଲିସ୍ ଆଇଜି , ଜଗତସିଂହପୁର ଓ କଟକ ଜିଲ୍ଲାପାଳ ଏବଂ ୫ ପୁଲିସ ଏସପି ଥିଲେ । ତେବେ ଆଜି ୩ ଅଧିକାରୀଙ୍କୁ କଟକ ଡିସିପି, ଅନୁଗୁଳ ଓ ରାଉରକେଲା ଏସ୍ପି ଭାବେ ଦାୟିତ୍ୱ ମିଳିଥିବା ବେଳେ ଆଉ ଅବଶିଷ୍ଟ ୨ ଜିଲ୍ଲାପାଳ, ୩ ଏସ୍ପି ଓ କେନ୍ଦ୍ରାଞ୍ଚଳ ରେଞ୍ଜ ପୁଲିସ୍ ଆଇଜି ପଦବୀ ଫାଙ୍କା ଥିବା ବେଳେ ଉକ୍ତ ପଦବୀରେ ଖୁବ୍ ଶୀଘ୍ର ନିଯୁକ୍ତି ହେବ ବୋଲି ଜଣାଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login