The Ultimate Managed Hosting Platform
ADVERTISEMENT

ଦୁଇ ଟ୍ରକ ସାମ୍ନାସାମ୍ନି ଧକ୍କା

Facebook
Twitter
LinkedIn

ବାସୁଦେବପୁର : ଦୁଇ ଟ୍ରକ ସାମ୍ନାସାମ୍ନି ଧକ୍କା । ସାମ୍ନା ସାମ୍ନି ଧକ୍କା ହେବା ଫଳରେ ଚାପିହୋଇ ରହିଛନ୍ତି ଡ୍ରାଇଭର । ଭଦ୍ରକ ବାସୁଦେବପୁର-ଜାମୁଝାଡି ରାସ୍ତାର ମଖନପୁର ଛକରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ବର୍ଷା ହେଉଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login