The Ultimate Managed Hosting Platform
ADVERTISEMENT

ଦୁଇ ଟ୍ରକ ମୁହାଁମୁହିଁ ଧକ୍କା

Facebook
Twitter
LinkedIn

ବାଙ୍ଗିରିପୋଷି : ଦୁଇ ଟ୍ରକ ମୁହାଁମୁହିଁ ଧକ୍କା, ଚାପି ହୋଇଗଲେ ଡ୍ରାଇଭର। ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଦ୍ୱାରଶୁଣି ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଖବର ପାଇ ଦୁର୍ଘଟଣାରେ ଟ୍ରକ ଭିତରେ ଚାପି ହୋଇରହିଥିବା ଡ୍ରାଇଭର କୁ ଉଦ୍ଧାର କଲେ ବାଙ୍ଗିରିପୋଷି ଦମକଳ ବାହିନୀ ଓ ପୋଲିସ କର୍ମଚାରୀ। ଆହତ ଡ୍ରାଇଭର ଇନ୍ଦ୍ରଜିତ ସିଂ ଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ବାଙ୍ଗିରିପୋଷି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login