ନୂଆଦିଲ୍ଲୀ : ଦେଶର ରାଜଧାନୀ ଦିଲ୍ଲୀ ଏବଂ ଏନସିଆରରେ ଘନ କୁହୁଡି ଏବଂ ବାୟୁ ପ୍ରଦୂଷଣ ଯୋଗୁଁ ଲୋକଙ୍କ ଅବସ୍ଥା ବହୁତ ଖରାପ ରହିଛି । ପ୍ରଦୂଷଣ ଯୋଗୁଁ ଭିଜିବିଲିଟି କମ୍ ରହିଛି । ସେଣ୍ଟ୍ରାଲ ପଲ୍ୟୁସନ କଣ୍ଟ୍ରୋଲ ବୋର୍ଡର କହିବାନୁସାରେ, ଦିଲ୍ଲୀର ବାୟୁ ମାନକ ଅତି ଖରାପ ହେବାକୁ ବସିଲାଣି । ପାଣିପାଗ ବିଭାଗ ଅରେଞ୍ଜ୍ ଆଲର୍ଟ ଜାରି କରିଛି । ଏକ୍ୟୁଆଇ ୪୦୦ ଉପରେ ରହିଛି । ରବିବାର ଖରାପ ଭିଜିବିଲିଟି ଯୋଗୁଁ ଦିଲ୍ଲୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ୧୫୦ରୁ ଅଧିକ ବିମାନ ଉଡ଼ାଣରେ ବିଳମ୍ବ ହୋଇଥିଲା । ସେହିପରି ଆଜି ୧୨୮ ବିମାନ ଉଡ଼ାଣ ବାତିଲ ହୋଇଛି । ଏଥିରେ ୬୪ ଆସିବାକୁ ଏବଂ ୬୪ ଉଡ଼ାଣ ଭରିବାକୁ ଥିଲା । ୮ଟି ବିମାନକୁ ଡାଇଭର୍ଟ କରାଯାଇଥିବା ବେଳେ ୩୦ରୁ ଅଧିକ ବିମାନ ବିଳମ୍ବରେ ଚାଲୁଛି । ଏଥିପାଇଁ ଏୟାରଲାଇନ୍ସ ପକ୍ଷରୁ କଷ୍ଟମର ସପୋର୍ଟ ନମ୍ବର ଜାରି କରିଛି । ଏୟାରପୋର୍ଟରେ ସାମାନ୍ୟ ଭିଜିବିଲିଟି ଯୋଗୁଁ ବିମାନ ଚଳାଚଳ ସାମାନ୍ୟ ହୋଇଛି । ଦିଲ୍ଲୀ ଏୟାରପୋର୍ଟ ପକ୍ଷରୁ ଆଡଭାଇଜରୀ ଜାରି କରାଯାଇଛି । ଏୟାରପୋର୍ଟ ଯାତ୍ରୀ ଜାରି ଗାଇଡଲାଇନରେ କହିଛି, ଦିଲ୍ଲୀ ଏୟାରପୋର୍ଟରେ ଭିଜିବିଲିଟିରେ ସୁଧାର ହେଉଛି । ସମସ୍ତ ବିମାନ ଅପରେସନ ସାମାନ୍ୟ ଭାବେ ଚାଲିଛି । ଯାତ୍ରୀଙ୍କୁ ଅନୁରୋଧ କି, ବିମାନର ଷ୍ଟାଟସ ଦେଖି ନିଜ ନିଜ ଏୟାରଲାଇନ କମ୍ପାନୀ ସହିତ ସଂପର୍କ କରନ୍ତୁ ।
ଦିଲ୍ଲୀରେ ପ୍ରବଳ ଘନ କୁହୁଡି ; ୧୨୮ ବିମାନ ବାତିଲ, ୫୦ରୁ ଅଧିକ ଟ୍ରେନ ବିଳମ୍ବ
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







