The Ultimate Managed Hosting Platform
ADVERTISEMENT

ଦିଲ୍ଲୀରେ ଝଲସିବ ଓଡିଶା ପ୍ରଜ୍ଞାପନ ମେଢ

Facebook
Twitter
LinkedIn

ନୂଆଦିଲ୍ଲୀ : ନୂଆଦିଲ୍ଲୀ ଗଣତନ୍ତ୍ର ଦିବସରେ ସ୍ଥାନ ପାଇବ ଓଡିଶା ପ୍ରଜ୍ଞାପନ ମେଢ । ଓଡିଶାର ପ୍ରଜ୍ଞାପନ ମେଢ ମଡେଲ ମନୋନୀତ ହୋଇଥିବା ସୂଚନା । ଏ ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ପ୍ରତିରକ୍ଷା ମନ୍ତ୍ରାଳୟର ଚିଠି । ୧୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମଡେଲ ଚୂଡାନ୍ତ ନେଇ ଚିଠି । ମଡେଲ ମନୋନୀତ ସହ, ଏ ସମ୍ପର୍କିତ ଗାଇଡଲାଇନ ନେଇ ଚିଠି । ଚଳିତ ବର୍ଷ ଓଡିଶା ପକ୍ଷରୁ ରଘୁରାଜପୁର ଶିଳ୍ପୀଗ୍ରାମ ମଡେଲ ପଠାଯାଇଥିଲା । ରଘୁରାଜପୁର ଶିଳ୍ପୀଗ୍ରାମ ଓ ମହିଳା ସଶକ୍ତୀକରଣ ମଡେଲ ପଠାଯାଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login