ନୂଆଦିଲ୍ଲୀ : ଦିଲ୍ଲୀ ଭାରତ ମଣ୍ଡପମରେ ଆୟୋଜିତ ଗ୍ରାମୀଣ ଭାରତ ମହୋତ୍ସବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିଛନ୍ତି । କାର୍ୟକ୍ରମକୁ ସମ୍ବୋଧିତ କରି ମୋଦୀ କହିଛନ୍ତି ”ଗ୍ରାମ ଯେତେ ସମୃଦ୍ଧ, ଏକ ବିକଶିତ ଭାରତର ଦୂରଦୃଷ୍ଟି ହାସଲ କରିବାରେ ସେମାନଙ୍କର ଭୂମିକା ଅଧିକ ହେବ।”
ପ୍ରଧାନମନ୍ତ୍ରୀ ମୋଦୀ ଶନିବାର ନୂଆଦିଲ୍ଲୀର ଭାରତ ମଣ୍ଡପମ ଠାରେ ‘ଗ୍ରାମୀଣ ଭାରତ ମହୋତ୍ସବ’ର ଉଦଘାଟନ କରିଛନ୍ତି। ଏହି ସମୟରେ ସେ ଲୋକମାନଙ୍କୁ ମଧ୍ୟ ସମ୍ବୋଧିତ କରିଥିଲେ । ଏହି ଅବସରରେ ମୋଦୀ କିଛି କଳାକାରଙ୍କ ସହ ସାକ୍ଷାତ ଆଲୋଚନା କରିବା ସହିତ ସେମାନଙ୍କ କଳାକୌଶଳକୁ ପ୍ରଶଂସା କରିଥିଲେ ।
Views: 26