ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭାରେ ହଙ୍ଗାମା । ଆପର ୧୨ ବିଧାୟକଙ୍କୁ ସସପେଣ୍ଡ କଲେ ବାଚସ୍ପତି । ବିରୋଧୀ ଦଳ ନେତା ଅତିଶିଙ୍କ ସହ ୧୨ ବିଧାୟକଙ୍କୁ ସସପେଣ୍ଡ । ଉପରାଜ୍ୟପାଳଙ୍କ ଅଭିଭାଷଣ ବେଳେ ହଙ୍ଗାମା କରିଥିଲେ । ଆଜି ଦିନକ ପାଇଁ ୧୨ ବିଧାୟକଙ୍କୁ ସସପେଣ୍ଡ କଲେ ବାଚସ୍ପତି । ସଭାଗୃହରେ ବିଜେପି ଓ ଆପ ନେତା ନାରାବାଜି କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା । ବିରୋଧି ଦଳ ନେତା ଅତିଶି ମାର୍ଲେନା ବିରୋଧ ପ୍ରଦର୍ଶନ କରିବାକୁ ତାଙ୍କୁ ମଧ୍ୟ ବାଚସ୍ପତି ଦିନକ ପାଇଁ ନିଲମ୍ବିତ କରିଛନ୍ତି ।
Views: 21