The Ultimate Managed Hosting Platform
ADVERTISEMENT

ଦିନିକିଆରୁ ମ୍ୟାକ୍ସୱେଲଙ୍କ ଅବସର

Facebook
Twitter
LinkedIn

ନୂଆଦିଲ୍ଲୀ : ଦିନିକିଆରୁ ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲଙ୍କ ଅବସର । ୧୩ ବର୍ଷର ଓଡିଆଇ କ୍ୟାରିୟର ଶେଷ ହେଲା ବୋଲି ସ୍ପଷ୍ଟ କଲେ । ୩୮ ବର୍ଷୀୟ ମ୍ୟାକ୍ସ ବ୍ୱେଲ ୧୪୯ଟି ଓଡିଆଇର ପ୍ରାୟ ୪ ହଜାର ରନ୍ କରିଛନ୍ତି । ଅଷ୍ଟ୍ରେଲିଆର ୨ଟି ବିଶ୍ୱକପ ବିଜୟୀ ଦଳର ସଦସ୍ୟ ଥିଲେ । ଦିନିକିଆରୁ ଅବସର ନେବା ପରେ ଟି୨୦ କିନ୍ତୁ ଖେଳିବେ ।
ମ୍ୟାକ୍ସୱେଲ ତାଙ୍କ ଅବସର ଘୋଷଣା କରି କହିଛନ୍ତି, ‘ମୁଁ ଅନୁଭବ କଲି ଯେ ମୁଁ ଦଳକୁ ଟିକେ ନିରାଶ କରୁଛି । ମୁଁ ଅଷ୍ଟ୍ରେଲିଆର ଚୟନକର୍ତ୍ତାଙ୍କ ଅଧ୍ୟକ୍ଷ ଜର୍ଜ ବେଲିଙ୍କ ସହିତ ଭଲ କଥାବାର୍ତ୍ତା କରିଥିଲି ଏବଂ ତାଙ୍କୁ ପଚାରିଥିଲି ଯେ, ଭବିଷ୍ୟତ ବିଷୟରେ ତାଙ୍କର ମତାମତ କ’ଣ । ଆମେ ୨୦୨୭ ବିଶ୍ୱକପ୍ ବିଷୟରେ କଥା ହୋଇଥିଲୁ । ମୁଁ ତାଙ୍କୁ କହିଥିଲି ଯେ ମୁଁ ଭାବୁନାହିଁ ଯେ ମୁଁ ଏହା କରିପାରିବି । ଏବେ ସମୟ ଆସିଛି ଯେ ମୋ ସ୍ଥାନରେ ଆସୁଥିବା ପ୍ରତିଭାଙ୍କୁ ସୁଯୋଗ ଦିଆଯାଉ । ସେମାନଙ୍କୁ ଏହି ଭୂମିକା ନିର୍ବାହ କରିବାକୁ ପର୍ୟ୍ୟାପ୍ତ ସୁଯୋଗ ମିଳିବ।’

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ସ୍ଥଗିତ, ପ୍ରଶ୍ନ ପତ୍ର ଲିକ କାରଣରୁ ସ୍ଥଗିତ

ଓଟିଇଟି ପ୍ରଶ୍ନପତ୍ର ଲିକ : ପ୍ରଧାନଶିକ୍ଷକ ନିଲମ୍ବିତ

ଭବାନୀପାଟଣା : ଓଟିଇଟି ପ୍ରଶ୍ନପତ୍ର ଲିକ୍ । ଗିରଫ ପ୍ରଧାନଶିକ୍ଷକ ନିଲମ୍ବିତ ହୋଇଛନ୍ତି । ପ୍ରଧାନଶିକ୍ଷକ ପ୍ରଶାନ୍ତ ଖମାରୀଙ୍କୁ ନିଲମ୍ବନ କଲା ଶିକ୍ଷା ବିଭାଗ । ସଦର...

ADVERTISEMENT
ଶ୍ରୀମନ୍ଦିର ଭିତରେ ବିଦେଶିନୀ

ଅସୁରକ୍ଷିତ ପୁରୀ ଶ୍ରୀମନ୍ଦିର : ପୁଣି ଧରାହେଲା ହିଡେନ କ୍ୟାମେରା

ପୁରୀ : ଅସୁରକ୍ଷିତ ପୁରୀ ଶ୍ରୀମନ୍ଦିର । ପୁଣି ଶ୍ରୀମନ୍ଦିରରୁ ଧରାହେଲା ହିଡେନ କ୍ୟାମେରା ଯୁକ୍ତ ଚଷମା । ପଶ୍ଚିମ ଦ୍ୱାର ନିକଟରୁ ଧରାପଡିଲା ହିଡେନ କ୍ୟାମେରା...

Login