ଭୁବନେଶ୍ୱର : ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ବେଳେ ହଟ୍ଟଗୋଳ । ମନ୍ତ୍ରୀ ବଡ ନା ସଚିବ ବଡ , ଗଣତନ୍ତ୍ରକୁ ହତ୍ୟା ସ୍ଲୋଗାନ । ହଟ୍ଟଗୋଳ ପାଇଁ ଦିନ ୪ଟା ଯାଏଁ ମୁତଲବି କଲେ ବାଚସ୍ପତି ।
ଆଜି ମଧ୍ୟ ଚାଲିପାରିଲାନି ବିଧାନସଭା ମୌସୁମୀ ଅଧିବେଶନର ଦ୍ବିତୀୟ ଦିନ। ଗୃହ କାର୍ୟ୍ୟ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ। ବିଜେପି ବିଧାୟକମାନେ ଗୃହ ମଧ୍ୟଭାଗକୁ ଆସି ପ୍ରବଳ ହଟ୍ଟଗୋଳ କରିଥିଲେ। ବାଚସ୍ପତିଙ୍କ ପୋଡିୟମ ତଳେ ନାରାବାଜି କରିଥିଲେ।
Views: 110











