The Ultimate Managed Hosting Platform
ADVERTISEMENT

ଦଶମ ଶ୍ରେଣୀ ଛାତ୍ରଙ୍କ ଆତ୍ମହତ୍ୟା !

Facebook
Twitter
LinkedIn

ଭଦ୍ରକ : ଘର ଭିତରୁ ଦଶମ ଶ୍ରେଣୀ ଛାତ୍୍ରଙ୍କ ଝୁଲନ୍ତା ମୃତଦେହ ଠାବ । ଧାମନଗର ଥାନା ଜାହାଙ୍ଗୀର ଶାସନ ଗାଁରେ ଘର ଭିତରୁ ଠାବ । ମାଉସୀ ଘରେ ରହି ପାଠ ପଢୁଥିଲେ । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଆଜି ଇଂରାଜୀ ପରୀକ୍ଷା ଥିଲା , ଘର ଲୋକ ଡାକିବାରୁ ଶୁଣି ନ ଥିଲେ । ଏବେ ମଉସା ଘର ଲୋକେ ସ୍ଥାନୀୟ ଥାନାକୁ ଖବର ଦେବା ପରେ ପୋଲିସ ପହଂଚି ଶବ ଜବତ କରିଛି । ପାଠପଢା ଜନିତ ଚାପ ନା ଅନ୍ୟ କୌଣସି କାରଣ ପାଇଁ ଛାତ୍ର ଜଣଙ୍କ ଜୀବନ ହାରିଲେ ତାହା ଏବେ ତଦନ୍ତ ସାପେକ୍ଷ । ଅଭିଷେକଙ୍କ ଘର ମୟୂରଭଞ୍ଜ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଜଙ୍ଗଲରେ ଯୁବକ ଯୁବତୀଙ୍କ ମୃତଦେହ

ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ

କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...

ADVERTISEMENT
ଓଏସଏସସି ସ୍କାମ ; ସିବିଆଇ ତଦନ୍ତ ଦାବି

CBI ଜାଲରେ RPF ହାବିଲଦାର

ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...

Login