ଯାଜପୁର : ଶୈାଚ ହେବାକୁ ଯାଇଥିବା ବେଳେ ଦଳିଦେଲା ଦନ୍ତା । କୋରେଇ ବ୍ଲକ ତନ୍ଦରା ଗାଁରେ ଦନ୍ତା ଆକ୍ରମଣରେ ଯୁବକ ମୃତ । ଖବର ପାଇ ଘଟଣାସ୍ଥଳରେ ପହଁଚିଲା ବନବିଭାଗ । ଆଜି ସକାଳେ ଉପେନ୍ଦ୍ର କର ନାମକ ବ୍ୟକ୍ତି ନଦୀକୁ ଶୌଚ ହେବାକୁ ଯାଉଥିବା ବେଳେ ଦଳି ଦେଇଛି ହାତୀ । ହାତୀ ଆକ୍ରମଣରେ ଉପେନ୍ଦ୍ରଙ୍କ ମୃତ୍ୟୁ ନେଇ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ଘରୁ ବାହାରିବାକୁ ଭୟ କରୁଛନ୍ତି ।
Views: 98











