The Ultimate Managed Hosting Platform
ADVERTISEMENT

ଦରଖାପାଟଣା ଦୂର୍ଗା ମନ୍ଦିର ଚୋରି ଘଟଣାରେ ଗୋଟିଏ ପରିବାରର ୩ ଜଣ ଗିରଫ

Facebook
Twitter
LinkedIn

କଟକ : କଟକ ମଧୁପାଟଣା ଥାନା ଅନ୍ତର୍ଗତ ଦରଖାପାଟଣା ଦୁର୍ଗା ମନ୍ଦିରରୁ ଗତ ୨୯ ତାରିଖରେ ହୋଇଥିବା ଚୋରି ଘଟଣାରେ ସଂପୃକ୍ତ ଥିବା ଗୋଟିଏ ପରିବାରର ୩ ଜଣଙ୍କ ସମେତ ୪ ଜଣଙ୍କୁ ମଧୁପାଟଣା ଥାନ ପୋଲିସ ଗିରଫ କରିଛି । ଗତ ୨୯ ତାରିଖ ଦିନ ରାତିରେ ଦରଖାପାଟଣା ପୁଜାମଣ୍ଡପରୁ ଠାକୁରଙ୍କ ଅଳଙ୍କାର ଓ ହୁଣ୍ଡିରେ ଥିବା ଅର୍ଥ ଲୁଟ ଘଟଣା ସିସିଟିଭି ଯାଞ୍ଚ କରାଯିବାରୁ ଲୁଟ୍ ବେଳର କିଛି ଦୃଶ୍ୟ ପୋଲିସ ସାମ୍ନାକୁ ଆସିଥିଲା । ଏହାକୁ ଭିତ୍ତିକରି ମଧୁପାଟଣା ପୋଲିସ ୩ ଜଣକୁ ଗିରଫ କରିବା ସହ , ଚୋରି ଜିନିଷ କିଣୁଥିବା ବ୍ୟକ୍ତିଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଙ୍କ ଠାରୁ କିଛି ଲୁଟ୍ ଟଙ୍କା, ଅଳଙ୍କାର, ଲୁଟରେ ବ୍ୟବହାର କରାଯାଇଥିବା ଏକ ସ୍କୁଟିକୁ ପୋଲିସ ଜବତ କରିଛି କ୍ଷ ଧରାପଡିଥିବା ଲୁଟେରାମାନେ କଟକ ମଧୁପାଟଣା ଥାନା ଅଞ୍ଚଳରେ ଗତ ଜାନୁୟାରୀ ୨୦ ତାରିଖରେ ଆଉ ଏକ ମନ୍ଦିର ଓ ଦୋକାନ ଲୁଟ୍ ଘଟଣାରେ ସଂପୃକ୍ତି ଥିବା ତଦନ୍ତ ବେଳେ ଜଣାପଡ଼ିଛି କ୍ଷ ଗିରଫ ଲୁଟେରାମାନେ ଗୋଟିଏ ପରିବାରର ବୋଲି ଏଡ଼ିସିପି ଅନିଲ ମିଶ୍ର ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦେଇଛନ୍ତି କ୍ଷ

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବିମାନରେ ମଦ ପିଇ କ୍ରୁ ମେମ୍ବରଙ୍କୁ ଗାଳି କଲେ ୨ ଯାତ୍ରୀ

ଏୟାର ଇଣ୍ଡିଆ ବିମାନରେ ପୁଣି ଯାନ୍ତ୍ରିକ ତ୍ରୁଟି, ରନୱେରୁ ଫେରିଗଲା ବିମାନ

ନୂଆଦିଲ୍ଲୀ : ଇନ୍ଦୋରରୁ ଭୁବନେଶ୍ବର ଆସୁଥିବା ଇଣ୍ଡିଗୋ ବିମାନରେ ଯାନ୍ତ୍ରିକ ତ୍ରୁଟି । ରନୱେରୁ ଫେରିଲା ବିମାନ । ବିମାନରେ ଥିଲେ ୧୪୦ ଯାତ୍ରୀ । ବିମାନରେ...

ADVERTISEMENT
ସପାର ୩ ବିଧାୟକ ବିଦା

ସପାର ୩ ବିଧାୟକ ବିଦା

ନୂଆଦିଲ୍ଲୀ : ସମାଜବାଦୀ ପାର୍ଟିର ୩ ବିଧାୟକ ଦଳରୁ ବହିଷ୍କୃତ । ୩ ବିଧାୟକଙ୍କୁ ବିଦା କଲା ସମାଜବାଦୀ ପାର୍ଟି । ଅଭୟ ସିଂହ, ରାଜେଶ ସିଂହ...

Login