The Ultimate Managed Hosting Platform
ADVERTISEMENT

ଦବିଗଲା ପୋଲ , ଭାସିଗଲେ ଡ୍ରାଇଭର

Facebook
Twitter
LinkedIn

ସୁନ୍ଦରଗଡ : ଦବିଗଲା ବିପଦସଙ୍କୁଳ ପୋଲ । ଭାସିଗଲେ ଟ୍ରଲର ଡ୍ରାଇଭର । ବଡଗାଁ ଥାନା ସାହାଜବାହାଲ ଝଣ୍ଟେଲଗୁଡ ନାଡରେ ଆସିଗଲେ ଡ୍ରାଇଭର । କୋଇଲା ବୋଝେଇ ଟ୍ରଲର ପୋଲ ପାଲ ହେଉଥିବା ବେଳେ ଅଘଟଣ । ନାଳରେ ଭାସିଯାଇ ଡ୍ରାଇଭର ନିଖୋଜ । ଅଗ୍ନିଶମ ଟିମ ପକ୍ଷରୁ ଖୋଜାଖୋଜି ଜାରି । ଡ୍ରାଇଭର ଭାସିଯାଇଥିବାବେଳେ ଅନ୍ୟ ଜଣେ ଉଦ୍ଧାର ହୋଇଛନ୍ତି । ଅଗ୍ନିଶମବାହିନୀ ପହଂଚି ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login