The Ultimate Managed Hosting Platform
ADVERTISEMENT

ଦନ୍ତା ଉତ୍ପାତ, ଏସିଏଫ ଅଟକ

Facebook
Twitter
LinkedIn

ବଣାଇ : ୨ ଦନ୍ତାହାତୀ ଉତ୍ପାତରେ ଅତିଷ୍ଠ ଗ୍ରାମବାସୀ ପୁଣି ତାତିଲେ । ଦୁଇଟି ଦନ୍ତା ହାତୀ କିଛି ଦିନ ହେବ ଉତ୍ପାତ ଚଳାଇଛନ୍ତି । ଫଳରେ ଲୋକମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ଏହାକୁ ନେଇ ଉତ୍ତ୍ୟକ୍ତ ଲାେକେ କ୍ଷତିପୂରଣ ଦାବି କରିବା ସହ ନିଆଁ ଜାଳି ରାସ୍ତାରୋକ କରିଥିଲେ । ଆଜି ବି ରାସ୍ତା ଅବରୋଧ ସହ ୪ ବନ କର୍ମଚାରୀଙ୍କୁ ଅଟକ ରଖିଲେ । ବଣାଇ-ଜାଙ୍ଗଳା ରାସ୍ତାର ଜକେଇକଳା ଠାରେ ରାସ୍ତା ଅବରୋଧ । ଏସିଏଫ , ରେଞ୍ଜର, ଫରେଷ୍ଟର ଓ ଗାର୍ଡଙ୍କୁ ମଧ୍ୟ ଅଟକ ରଖିଲେ । ୨ ଦିନ ତଳେ ମଧ୍ୟ ରାସ୍ତା ଅବରୋଧ ୩ ବନ କର୍ମଚାରୀଙ୍କୁ ଅଟକ ରଖିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login