The Ultimate Managed Hosting Platform
ADVERTISEMENT

ଦକ୍ଷିଣ ମେକ୍ସିକୋରେ ବିମାନ ଦୁର୍ଘଟଣା

Facebook
Twitter
LinkedIn

ନୂଆଦିଲ୍ଲୀ : ଦକ୍ଷିଣ ମେକ୍ସିକୋରେ ବିମାନ ଦୁର୍ଘଟଣା । ମେକ୍ସିକୋର କୃଷି ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ ଗୁଆଟେମାଲା ବିମାନଟି ଦକ୍ଷିଣ ମେକ୍ସିକୋର ତାପାଚୁଲା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଯେଉଁଥିରେ ଦୁଇଜଣ ଗୁଆଟେମାଲା ପାଇଲଟ ଏବଂ ଜଣେ ମେକ୍ସିକୋ କୃଷି ବୈଜ୍ଞାନିକଙ୍କ ମୃତ୍ୟୁ ହୋଇଛି । ବିମାନବନ୍ଦର ଅଧିକାରୀଙ୍କ ଅନୁଯାୟୀ, ଲାର୍ଭା ଆକ୍ରମଣର ମୁକାବିଲା ପାଇଁ ଏକ ଯୋଜନା ଉପରେ କାମ କରାଯାଉଥିଲା । ଏହି ଛୋଟ ବିମାନକୁ ଏଥିପାଇଁ ବ୍ୟବହାର କରାଯାଉଥିଲା । ଅଧିକାରୀମାନେ କହିଛନ୍ତି ଯେ ସ୍କ୍ରୁୱାର୍ମ ମହୁମାଛିଙ୍କୁ ଛାଡିବା ସମୟରେ ବିମାନଟି ହଠାତ୍ ଭାରସାମ୍ୟ ହରାଇ ତଳକୁ ଖସିପଡ଼ିଲା । ମେକ୍ସିକୋ ଏବଂ ଆମେରିକା ସ୍କ୍ରୁୱାର୍ମ ମହୁମାଛି ଆକ୍ରମଣକୁ ରୋକିବା ପାଇଁ ଏକାଠି କାମ କରୁଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ତୃତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ମୋଦି ସରକାରଙ୍କୁ ବାଲୁକା କଳାରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

ତୃତୀୟ ବର୍ଷ ପୂର୍ତ୍ତି ଉପଲକ୍ଷେ ମୋଦି ସରକାରଙ୍କୁ ବାଲୁକା କଳାରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ

ପୁରୀ : କେନ୍ଦ୍ରରେ ମୋଦି ସରକାରଙ୍କ ୧୧ବର୍ଷ ପୂର୍ତ୍ତି ଉପଲକ୍ଷେ ଶୁଭେଚ୍ଛା । ପୁରୀ ନୀଳାଦ୍ରି ବିଚ୍ ପରିସରରେ ୬ଫୁଟର ଏକ ସୁନ୍ଦର ବାଲୁକା କଳା ନିର୍ମାଣ...

ADVERTISEMENT

Login