The Ultimate Managed Hosting Platform
ADVERTISEMENT

ଥାନାରେ କଣ୍ଠଶିଳ୍ପୀ ବିଭୁକିଶୋରଙ୍କ ପାରିବାରିକ କଳି

Facebook
Twitter
LinkedIn

ଭୁବନେଶ୍ୱର : ପତ୍ନୀ ରାକ୍ଷୀ ଓ ମାଙ୍କୁ ଆକ୍ରମଣ। ଥାନାରେ ପହଁଚିଲା କଣ୍ଠଶିଳ୍ପୀ ବିଭୁକିଶୋରଙ୍କ ପାରିବାରିକ କଳି। କଣ୍ଠଶିଳ୍ପୀ ପମି ମଧ୍ୟ ଖାରବେଳ ଥାନାର ଦ୍ୱାରସ୍ଥ। ବିଭୁକିଶୋରଙ୍କ ବଡ ଭାଇଙ୍କ ଆକ୍ରମଣ
ଅଭିଯୋଗ ଅନୁଯାୟୀ , ବିଭୁକିଶୋର ଦାସଙ୍କ ଘରେ ଭଡା ନେଇ ରହନ୍ତି ପମି। ହେଲେ ସେ ସିସିଟିଭି ଲଗାଉଥିବା ବେଳେ ବିଭୁକିଶୋରଙ୍କ ବଡ ଭାଇ ପିୟୁଷ ଏହାକୁ ବିରୋଧ କରିଥିଲେ। ତାଙ୍କୁ ମାଡ ମାରିବା ସହ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି। ଏହା ସହ ମାଆ ଓ ଭାଇ ବୋହୂକୁ ମଧ୍ୟ ଆକ୍ରମଣ କରିବାକୁ ପଛାଇନଥିଲେ। ଜମି ଓ ଘର ବିବାଦକୁ ନେଇ ପିୟୁଷ ଏଭଳି କରିଥିବା ମାଆ ଭୁବନେଶ୍ୱର ଖାରବେଳନଗର ଥାନାରେ ଅଭିଯୋଗ କରିଛନ୍ତି। ଜମିବାଡି ସମସ୍ୟାକୁ ନଏଇ ଗତ ୩୦ ବର୍ଷ ହେବ ବଡ ପୁଅ ସମସ୍ତଙ୍କୁ ହଇରାଣ କରୁଛି। ଏହାର ସମାଧାନ କରି ନ୍ୟାୟ ଦେବା ପାଇଁ ରାକ୍ଷୀ ଦାସ କହିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login