ଭୁବନେଶ୍ୱର : ପାର୍ବଣ କଟକଣା ଉପରେ ହାଇକୋର୍ଟଙ୍କ ନିଦେ୍ର୍ଦଶ । ତୋରଣ ନିର୍ମାଣ ପାଇଁ ପ୍ରଶାସନର ଅନୁମତି ଆବଶ୍ୟକ । ତୋରଣ ଗୁଡିକର ନିରାପତ୍ତା ନିଶ୍ଚିତ କରିବ ପ୍ରଶାସନ । ରୋଡକ୍ରସ ତୋରଣ ନିର୍ମାଣ ଉପରେ କଟକଣା ବଳବତ୍ତର । ତୋରଣ ପାଇଁ ରାସ୍ତା ନଷ୍ଟ କରିବାକୁ ଦିଆଯିବ ନାହିଁ । ଫୁଟପାଥ ଓ ରାସ୍ତା ଉପରେ ହେବନି ତୋରଣ । ଇଲେକ୍ଟ୍ରି ଗେଟ ନିର୍ମାଣ ବେଳେ ଲୋକଙ୍କ ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ । ଲୋକଙ୍କ ସୁରକ୍ଷାକୁ ଆଖି ଆଗରେ ରଖି ଅନୁମତି ଦେବ ପ୍ରଶାସନ । ଗଣେଷ ମୂର୍ତ୍ତି ବିସର୍ଜନ ପାଇଁ ଅତିରିକ୍ତ ତାରିଖ ଘୋଷଣା କରିବ ସରକାର । ଚନ୍ଦ୍ର ଗ୍ରହଣ ଲାଗି ଗୋଟିଏ ଅଧିକ ଦିନ ଲୋଡିଛନ୍ତି କିଛି କମିଟି ।
Views: 42