The Ultimate Managed Hosting Platform
ADVERTISEMENT

ତୃତୀୟ ଦିନରେ ଚାଷୀ ଆନେ୍ଦାଳନ, ରେଳ ସେବା ଠପ୍

Facebook
Twitter
LinkedIn

ନୂଆଦିଲ୍ଲୀ : ଦେଶରେ ପୁଣିଥରେ ମୁଣ୍ଡଟେକିଛି କୃଷକ ଆନ୍ଦୋଳନ । ଦିଲ୍ଲୀରେ ପହଂଚିଛନ୍ତି ଆନ୍ଦୋଳନକାରୀ କୃଷକ । ସେପଟେ ଦିଲ୍ଲୀରେ କିଭଳି ଅଧିକରୁ ଅଧିକ କୃଷକ ପହଂଚି ନ ପାରିବେ ସେ ନେଇ ସରକାର ଦିଲ୍ଲୀର ସମସ୍ତ ସୀମାକୁ କଡା ସୁରକ୍ଷାର ସହ ସିଲ୍ କରିଦେଇଛନ୍ତି । ସରକାରଙ୍କ ଏଭଳି ପଦକ୍ଷେପ ପରେ ପଞ୍ଜାବରେ କୃଷକମାନେ ରେଳସେବା ଠପ୍ କରିଦେଇଛନ୍ତି । ଆନ୍ଦୋଳନରତ କୃଷକମାନେ ପଞ୍ଜାବର ବିଭିନ୍ନ ରେଳ ଲାଇନ ଉପରେ ବସି ରେଳ ସେବା ଠପ୍ କରିଦେଇଛନ୍ତି ।ସେପଟେ ଦିଲ୍ଲୀର ସମସ୍ତ ସୀମାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ହରିଆଣା ସୀମାରେ ପୋଲିସ ବ୍ୟତୀତ ଅର୍ଦ୍ଧସାମରିକ ବଳ ମଧ୍ୟ ନିୟୋଜିତ କରାଯାଇଛି । ସବୁଠାରୁ ବଡ ଖବର କି, ଏଠାରେ ନିୟୋଜିତ ହୋଇଥିବା ବିଏସଏଫ ଯବାନଙ୍କ ମଧ୍ୟରୁ ୧୧ ଜଣ ଅସୁସ୍ଥ ହୋଇପଡିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

“ଆମ ଶାସନ” ଶୁଭାରମ୍ଭ , ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...

ADVERTISEMENT
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...

Login