The Ultimate Managed Hosting Platform
ADVERTISEMENT

ତୁର୍କୀକୁ ବ୍ୟାନ ଟ୍ରେଣ୍ଡ ଆରମ୍ଭ : ତୁର୍କୀରୁ ଆସୁଥିବା ସେଓକୁ ବୟକଟ, ପାକିସ୍ତାନକୁ ତୁର୍କୀର ଖୋଲା ସମର୍ଥନ ପାଇଁ ବିରୋଧ

Facebook
Twitter
LinkedIn

ନୂଆଦିଲ୍ଲୀ : ବିଭିନ୍ନ ଭାରତୀୟ ସହରରେ ତୁର୍କୀକୁ ବ୍ୟାନ ଟ୍ରେଣ୍ଡ ଆରମ୍ଭ । ପାକିସ୍ତାନକୁ ତୁର୍କୀର ଖୋଲା ସମର୍ଥନ ପାଇଁ ବିରୋଧ । ଅପରେସନ ସିନ୍ଦୂର ବେଳେ ତୁର୍କୀ ପାକିସ୍ତାନକୁ ଡ୍ରୋନ ଦେଇଥିଲା । ତୁର୍କୀରୁ ଆସୁଥିବା ସେଓକୁ ବୟକଟ କଲେ ପୁଣେ ସହରବାସୀ । ଏହା ଦ୍ୱାର ୧ ହଜାରରୁ ୧୨ ଶହ କୋଟି କ୍ଷତି ସହିବ ତୁର୍କୀ । ଆର୍ଥିକ ଚାପ ପାଇଁ ନୁହେଁ ସୈନ୍ୟଙ୍କ ମନୋବଳ ବୃଦ୍ଧି ପାଇଁ ବୟକଟ । ବୟକଟରେ ସାମିଲ ହେଲେ ଉଭୟ କ୍ରେତା ଓ ବିକ୍ରେତା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

“ଆମ ଶାସନ” ଶୁଭାରମ୍ଭ , ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...

ADVERTISEMENT
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...

Login