The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ତାଳି ମାରିବାର ରହସ୍ୟ । ତାଳି ମାରନ୍ତୁ , ସୁସ୍ଥ ରୁହନ୍ତୁ

Facebook
Twitter
LinkedIn


ପିଲା ଠୁ ଆରମ୍ଭ କରି ଆବାଳ ବୃଦ୍ଧ ବନିତା ପର୍ଯ୍ୟନ୍ତ ସମସ୍ତେ ତାଳି ମାରନ୍ତି । କୈାଣସି ଖେଳ କୁଦ ଠାରୁ , ଧର୍ମ ପୀଠସ୍ଥଳୀ ଏବଂ ଇଭେଣ୍ଟ ପର୍ଯ୍ୟନ୍ତ ଗୁରୁତ୍ୱ ରହିଛି । ଆପଣ ଜାଣିଛନ୍ତି କି ତାଳି ମାରିବା ଦ୍ୱାରା ମଣିଷର ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ ହୋଇଥାଏ ।


କ’ଣ କହୁଛି ଗବେଷଣା ?
୨୦୧୭ ସେପ୍ଟେମ୍ବରରେ ସାଇକୋଲୋଜି ଆଣ୍ଡ ବିହେବିୟରାଲ ସାଇନ୍ସ ଇଣ୍ଟରନ୍ୟାସନାଲ ଜର୍ଣ୍ଣାଲରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ , ତାଳି ମାରିବା ସ୍ୱାସ୍ଥ୍ୟ ପାଇଁ ବେଶ୍ ଫଳପ୍ରଦ । ତାଳି ମାରିବା ଦ୍ୱାରା ରୋଗପ୍ରତିରୋଧକ ଶକ୍ତି ବଢିବା ସହ ରକ୍ତ ସନ୍‌ଚାଳନ ଠିକ୍ ଭାବରେ ହୋଇଥାଏ ବୋଲି ପ୍ରକାଶ ପାଇଛି । ଏହି ରିପୋର୍ଟରେ ପାର୍କରେ ଏକାଠି ତାଳି ମାରୁଥିବା ଲୋକଙ୍କର ସ୍ୱାସ୍ଥ୍ୟ ସୁପ୍ରବାଭ ପଡିବା ସହ ତାଳି ମାରିଥିବା ଲୋକଙ୍କର ଯେତେବେଳେ ଏମଆରଆଇ କରାଯାଇଥିଲା ସେତେବେଳେ ସେମାନଙ୍କର ମସ୍ତିଷ୍କ ବେଶ୍ ସକ୍ରିୟ ଦେଖାଯାଇଥିଲା ।


ଆକ୍ୟୁପ୍ରେସର ଅନୁସାରେ , ନିୟମିତ ତାଳି ମାରିବା ଦ୍ୱାରା ଶରୀରର ବ୍ୟାଡ୍ କୋଲେଷ୍ଟ୍ରଲ କମ୍ ହୋଇଥାଏ । ଏହା ଦ୍ୱାରା ଉଚ୍ଚ ରକ୍ତଚାପ , ହୃଦରୋଗ ଓ ଶ୍ୱାସରୋଗରୁ ମୁକ୍ତି ମିଳିଥାଏ ।
ନିୟମିତ ୩୦ ମିନିଟ୍ ତାଳି ବଜାଇବା ଦ୍ୱାରା ମଧୁମେହ ,ଅବସାଦ, ଆଣ୍ଠୁଗଣ୍ଠିବାତ , ଅନିଦ୍ରା, ଅକାଳରେ କେଶ ସମସ୍ୟାରୁ ମୁକ୍ତି ମିଲିଥାଏ ।
ତାଳି ବଜାଇବା ଦ୍ୱାରା ଶିଶୁମାନଙ୍କ ପାଇଁ ମଧ୍ୟ ବେଶ୍ ଉପଯୋଗୀ ଅଟେ ।ଏହା କୁନି ପିଲାଙ୍କ ଏକାଗ୍ରତା ବଡାଇବାରେ ସାହାର୍ଯ୍ୟ କରିଥାଏ ।
ତାଳି ମାରିବା ଦ୍ୱାରା ସବୁ ପ୍ରେସର ପଏଣ୍ଟ ଉପରେ ପ୍ରଭାବ ପଡିଥାଏ । ଏହା ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ ହୋଇଥାଏ ।
ପେଟରେ ଯଦି କୌଣସି ପ୍ରକାର ସମସ୍ୟା ଥାଏ ତାଳି ବଜେଇବା ଦ୍ୱାରା ଏହା ଭଲ ହୋଇଥାଏ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣାରେ ହେଲପଲାଇନ ନଂ ଜାରି- ୦୧୧-୨୪୬୧୦୮୪୩,୯୬୫୦୩୯୧୮୫୯

ଅହମ୍ମଦାବାଦ : ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ଲେନକ୍ରାସ ପରେ ଆକାଶ ଧୂଆଁମୟ । ଟେକଅଫ ସମୟରେ କ୍ରାସ...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦ : ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ । ଏକ୍ସରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି । ଏହା ଆମ...

ADVERTISEMENT
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦ : ୨ଟି ବଡ କୋଠାରେ ପିଟି ହୋଇଛି ଦୁର୍ଘଟଣାଗ୍ରସ୍ତ ବିମାନ । ଅହମ୍ମଦାବାଦ ମେଘାନୀ ନଗରରେ ୨ଟି ବିଲ୍ଡିଂରେ ପିଟି ହେଲା । ପ୍ରଥମେ ଜୁନିୟର...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦ : ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା । ୧୧୦ ଯାତ୍ରୀଙ୍କ ମୃତ୍ୟୁ ନେଇ ଜାତୀୟ ଗଣମାଧ୍ୟମର ସୂଚନା । ବିମାନଟି...

Login