ଭୁବନେଶ୍ୱର : ତାତିରୁ ମିଳିଲା ଆଶ୍ୱସ୍ତି । ହାଲୁକା ବର୍ଷା , ଥଣ୍ଡା ପବନ ପାଇଁ ତାତିରେ ସଡନ୍ ବ୍ରେକ । ଗରମ , ଗୁଳୁଗୁଳି ଓ ଅସହ୍ୟ ଗ୍ରୀଷ୍ମ ପ୍ରବାହରୁ ଏବେ ରାଜ୍ୟବାସୀ ଟିକେ ଆଶ୍ୱସ୍ତି ପାଇଛନ୍ତି । କାଲିଠାରୁ ପ୍ରାୟ ୮ ଡିଗ୍ରୀ କମିଗଲା ଭୁବନେଶ୍ୱର ତାପମାତ୍ରା । ଆଜି ଦିନ ସାଢେ ୧୧ଟାରେ ଭୁବନେଶ୍ୱର ତାପମାତ୍ରା ୩୩.୨ ଡିଗ୍ରୀ । ବାଲେଶ୍ୱର ୩୬, ପୁରୀ ୩୩.୪ , ପାରାଦୀପ ୩୨.୬ ଡିଗ୍ରୀ ରେକର୍ଡ । ଚାନ୍ଦବାଲି ୩୨ , ଝାରସୁଗୁଡା ୩୨.୬ , ଗୋପାଳପୁର ୩୧ ଡିଗ୍ରୀ । ସମ୍ବଲପୁର ୩୦ , କେନ୍ଦୁଝର ୨୮ , ହୀରାକୁଦ ୨୯.୨ ଡିଗ୍ରୀ ରେକର୍ଡ ।
ଆଜି ଦିନ ୧୧ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା
— Meteorological Centre, Bhubaneswar (@mcbbsr) April 21, 2023
ଭୁବନେଶ୍ୱର : ୩୩.୨°C
ବାଲେଶ୍ୱର :୩୬.୦°C
ଚାନ୍ଦବାଲି : ୩୨.୦°C
ପାରାଦୀପ : ୩୨.୬°C
ଗୋପାଳପୁର : ୩୧.୦°C
ପୁରୀ :୩୩.୪°C
ଝାରସୁଗୁଡା : ୩୨.୬°C
କେନ୍ଦୁଝର : ୨୮.୦°C
ସମ୍ବଲପୁର : ୩୦.୦°C
ହୀରାକୁଦ :୨୯.୨°C
Views: 115











