କାମାକ୍ଷାନଗର : ପରଜଙ୍ଗ ତହସିଲଦାରଙ୍କୁ ଆକ୍ରମଣ ଘଟଣା । ୮ ଗିରଫ । ୨ଟି ଟ୍ରାକ୍ଟର , ଗୋଟିଏ ଜେସିବି ଜବତ କଲା କାମାକ୍ଷାନଗର ପୋଲିସ । କାଲି ମାଫିଆଙ୍କ ମାଡରେ ତହସିଲଦାର ଓ କିରାଣି ଆହତ ହୋଇଥିଲେ ।
ଗତକାଲି ଢେଙ୍କାନାଳ କାମାକ୍ଷାନଗର ଥାନା ପଥରଖମ୍ବ ଗାଁ ନିକଟରେ ତହସିଲଦାରଙ୍କୁ ହତ୍ୟା ଉଦ୍ୟମ ହୋଇଥିଲା । ସରକାରୀ ଜମିରୁ ଜେସିବିରେ ବେଆଇନ ଭାବେ ମାଟି ଖୋଳା ଯାଉଥିବା ବେଳେ ଖବର ପାଇ ତହସିଲଦାର ସି.ଏସ. ପଟେଲ ଚଢାଉ ପାଇଁ ପହଞ୍ଚିଥିଲେ। ବେଆଇନ ଭାବେ ମାଟି ଉଠାଉଥିବା ବେଳେ ତହସିଲଦାର ନିଜ ମୋବାଇଲରେ ଫଟୋ ଉଠାଇଥିଲେ।
ଏହାକୁ ଦେଖି ସେଠାରେ ଉପସ୍ଥିତ ଥିବା ମାଫିଆ ଆକ୍ରମଣ କରିଥିଲେ। ପ୍ରବଳ ମାଡ଼ ମାରିବା ସହ ଜେସିବି ଚଢାଇ ଦେବାକୁ ଉଦ୍ୟମ କରିଥିଲେ। ପର୍ଜଙ୍ଗ ରାଜସ୍ୱ ନିରୀକ୍ଷକ ଆଲୋକ କୁମାର ଲେଙ୍କା ଖବର ପାଇ ତାଙ୍କୁ ଉଦ୍ଧାର କରିବାକୁ ଯାଇଥିବା ବେଳେ ତାଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଥିଲା । ୮ରୁ ୧୦ ଜଣ ମାଫିଆ ଆକ୍ରମଣ କରି ସେଠାରୁ ଫେରାର ହୋଇଯାଇଥିଲେ। ଆହତ ଅବସ୍ଥାରେ ତହସିଲଦାର, ଆରଆଇ ଓ ଜଣେ କିରାଣୀଙ୍କୁ କାମାକ୍ଷାନଗର ମେଡିକାଲରେ ଉର୍ତ୍ତି କରାଯାଇଥିଲା ।
ତହସିଲଦାରଙ୍କୁ ଆକ୍ରମଣ : ୮ ଗିରଫ
Facebook
Twitter
LinkedIn
Facebook
Twitter
LinkedIn
Recent News
Best Live Casino Games Evolution Games
From my experience, it can be hard as a beginner to know which live dealer games to play. Operators must...
Valor Bet App Biggest playing feel
It is crucial to identify trustworthy aviator betting websites to experience a safe and uninterrupted gaming environment. Numerous platforms in...
Divertimento_assicurato_e_chicken_road_in_questa_sfida_a_evitare_pericoli_sulla
Divertimento assicurato e chicken road in questa sfida a evitare pericoli sulla strada virtualeLa Meccanica di Base e le Strategie...







