The Ultimate Managed Hosting Platform
ADVERTISEMENT

ତକିଆ ତଳେ ରଖନ୍ତୁନି ଏହି ସବୁ ଜିନିଷ…..

Facebook
Twitter
LinkedIn

ବ୍ୟୁରୋ : ବାସ୍ତୁଶାସ୍ତ୍ର ଅନୁଯାୟୀ ଏମିତି କିଛି ଜିନିଷ ଅଛି, ଯାହାକୁ ତକିଆ ତଳେ ରଖୀବା ଉଚିତ ନୁହେଁ। ଏଭଳି କରିବା ଦ୍ବାରା ଶାରୀରିକ ଓ ମାନସିକ ସ୍ତରରେ ଖରାପ ପ୍ରଭାବ ପଡ଼ିଥାଏ। ତେବେ ସେଭଳି କିଛି ଜିନିଷ ହେଉଛି –
ହାତଘଡ଼ିକୁ କେବେ ମଧ୍ୟ ତକିଆ ତଳେ ରଖନ୍ତୁ ନାହିଁ କିମ୍ବା ଶୋଇବା ସମୟରେ ଖଟ ଉପରେ ରଖନ୍ତୁ ନାହିଁ। କାରଣ ଏହାଦ୍ବାରା ମାନସିକ ସମସ୍ୟା ବଢ଼ିଥାଏ।
ତକିଆ ତଳେ ମନିପର୍ସ ରଖୀବା ଦ୍ବାରା ଆର୍ଥିକ ସମସ୍ୟା ଆସେ।
କୌଣସି ବୈଦ୍ୟୁତିକ ଜିନିଷ ବା ମୋବାଇଲ୍ ଫୋନ୍ ମଧ୍ୟ ରଖୀବା ଅନୁଚିତ।
ଖଟ ପାଖରେ ଜୋତା ବା ଚପଲ ରଖୀ ଶୋଇବା ଦ୍ବାରା ଭୟାନକ ସ୍ବପ୍ନ ଆସିଥାଏ।
ଅନେକ ଜଣ ସୁନିଦ୍ରା ପାଇଁ ବହି ପଢ଼ିଥାନ୍ତି। ନିଦ ଆସିଲେ ବହିକୁ ତକିଆ ପାଖରେ ରଖୀ ଶୋଇଥାନ୍ତି। କିନ୍ତୁ ଏଭଳି କରିବା ଅଶୁଭ ବୋଲି କୁହାଯାଏ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login