The Ultimate Managed Hosting Platform
ADVERTISEMENT

ଡ୍ରୋନ୍ ଯୋଗେ ଭୁବନେଶ୍ବରରେ ପାଟ୍ରୋଲିଙ୍ଗ କରାଯିବ

Facebook
Twitter
LinkedIn

ଭୁବନେଶ୍ବର:ଏଥର ରାଜଧାନୀକୁ ଜଗିବ ଡ୍ରୋନ । ଡ୍ରୋନ ପାଟ୍ରୋଲିଙ୍ଗ ପାଇଁ ପ୍ରସ୍ତୁତ କମିଶନରେଟ ପୁଲିସ। ଏନେଇ ସୂଚନା ଦେଇ ଭୁବନେଶ୍ବର ଡିସିପି ପ୍ରତୀକ ସିଂ କହିଛନ୍ତି, ହାଇ ଡେଫିନେସନ କ୍ଲାରିଟି ଥିବାରୁ, ଏରିଏଲ ଭ୍ୟୁ ପାଇଁ ଏହାକୁ ବ୍ୟବହାର କରିବୁ। ଏହା ଭିଆଇପି ପ୍ରୋଗ୍ରାମ, ଆସେମବ୍ଲି ଓ ଲ ଆଣ୍ଡ ଅର୍ଡର, ହକି, ଫୁଟବଲ ଇଭେଣ୍ଟ ପାଇଁ ଏହା ସହାୟକ ହେବ। ସେ ଆହୁରି କହିଛନ୍ତି, ଡ୍ରୋନ ପାଟ୍ରୋଲିଙ୍ଗ ଟ୍ରେନିଂ ପ୍ରୋଗ୍ରାମ ପାଇଁ ସଂସ୍ଥାର ଲୋକଙ୍କୁ ଡ଼କାଯିବ, ଯାହା ନାଇଟ ଭିଜନ ପ୍ରୁଫ ରହିଛି। ୫୦୦ ମିଟର ଉଚ୍ଚତା ସମେତ ୫ କିଲୋମିଟର କଭର କରିବ ଏହି କ୍ୟାମେରା। ଡ୍ରୋନ ପାଟ୍ରୋଲିଂ ଦ୍ୱାରା ରାଜଧାନୀର ପ୍ରତିଟି ଅଞ୍ଚଳ ଉପରେ ନଜର ରଖାଯାଇପାରିବ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା

ଆସାମରେ ଭୂକମ୍ପର ଝଟକା

ନୂଆଦିଲ୍ଲୀ : ଭାରତର ଆସାମରେ ଭୂକମ୍ପର ଝଟକା ଅନୁଭୂତ । ତୀବ୍ରତା ୪.୧ ରହିଥିବା ସୂଚନା ମିଳୁଛି । ଯାହାର ସୂଚନା ଏନସିଏସପକ୍ଷରୁ ମିଳିଛି । ଏଥିରେ...

Login