ଭୁବନେଶ୍ୱର : ରାଜ୍ୟରେ ଡେଙ୍ଗୁ ସ୍ଥିତି ନେଇ ଜନସ୍ୱାସ୍ଥ୍ୟ ନିଦେ୍ର୍ଦଶକଙ୍କ ପ୍ରତିକ୍ରିୟା । ଗତବର୍ଷ ଅପେକ୍ଷା ଡେଙ୍ଗୁ ପଜିଟିଭ ସଂଖ୍ୟା କମିଛି କହିଲେ । ଗତବର୍ଷ ୯୮୧୩ ଟେଷ୍ଟ ହୋଇଥିଲା , ପଜିଟିଭ ଥିଲେ ୭୨୦ । ଚଳିତ ବର୍ଷ ଏଯାବତ ୧୭ ହଜାର ୭୪୧ ଟେଷ୍ଟ ହୋଇଥିବା ବେଳେ ୫୦୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଚଳିତ ବର୍ଷ ଟେଷ୍ଟ ସଂଖ୍ୟା ବଢିଛି , କିନ୍ତୁ ପଜିଟିଭ ସଂଖ୍ୟା କମିଛି । ରାଜଧାନୀରେ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ବିମେସି ସହ ବୈଠକ ବସୁଛି । କିପରି ଜନସଚେତନତା ବଢାଯିବ ସେ ନେଇ ଆଲୋଚନା ହୋଇଛି ।
Views: 73