ଭୁବନେଶ୍ୱର : ସୁଭଦ୍ରା ପାଇ ନ ଥିବା ହିତାଧିକାରୀଙ୍କୁ ଉପମୁଖ୍ୟମନ୍ତ୍ରୀଙ୍କ ଅପିଲ୍ । ବ୍ୟାଙ୍କ ଯାଇ ଡିବିଟି ଆକ୍ଟିଭ କରିବାକୁ ଦେଲେ ପରାମର୍ଶ । ଡିବିଟି ଆକ୍ଟିଭ ହୋଇ ନ ଥିଲେ ସୁଭଦ୍ରା କିସ୍ତି ଆକାଉଣ୍ଟକୁ ଯିବନି । ଅଙ୍ଗନବାଡି କେନ୍ଦ୍ର, ବ୍ଲକରେ ରିଜେକ୍ଟ ମହିଳାଙ୍କ ତାଲିକା ଅଛି । ସୁଭଦ୍ରା କମିଟି ସଦସ୍ୟଙ୍କୁ ଭେଟନ୍ତୁ , ସେ ଚାହିଁଲେ ଲିଷ୍ଟରେ ନାଁ ଯୋଡି ହେବ । ଯୋଗ୍ୟ ହୋଇଥିଲେ ପୁଣିଥରେ ଆବେଦନ କରନ୍ତୁ । ବତ୍ତର୍ମାନ ସୁଦ୍ଧା ୯୮ ଲକ୍ଷ ମହିଳା ସୁଭଦ୍ରା କିସ୍ତି ପାଇସାରିଲେଣି।
Views: 34